The Ultimate Managed Hosting Platform
ADVERTISEMENT

ଦେଶରେ ୪ ହଜାର ଟପିଲା ଦୈନିକ ସଂକ୍ରମଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ଦେଶରେ ଦିନକରେ ୪ ହଜାର ୪୩୫ କରୋନା ପଜିଟିଭ ଚିହ୍ନଟ । କରୋନାରେ ଏବେ ସୁଦ୍ଧା ୨୩ ହଜାର ୯୧ ଚିକିତ୍ସାଧୀନ । ଗତ ୨୪ ଘଣ୍ଟାରେ କରୋନାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ବର୍ଷରେ ପ୍ରଥମ ଥର କୋଭିଡରେ ୧୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନାରେ ସବୁଠୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୪ ଜଣ , ଚଣ୍ଡିଗଡ, ଦିଲ୍ଲୀ , ଗୁଜୁରାଟ ହରିୟାଣା , ରାଜସ୍ଥାନ , ପଣ୍ଡିଚେରୀ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ଦେଶରେ ୧୯୭୯ ଜଣ ଲୋକ ଭ୍ୟାକସିନ ନେଇଛନ୍ତି । ଏହା ସହ ଦେଶରେ ମୋଟ ୨୨୦.୬୬ କୋଟି ଲୋକ ଭ୍ୟାକସିନ ଡୋଜ ନେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login