The Ultimate Managed Hosting Platform
ADVERTISEMENT

ସମର୍ଥ ହତ୍ୟା : ହାତ କାଟିଲା ମୁଖ୍ୟ ଅଭିଯୁକ୍ତ

Facebook
Twitter
LinkedIn

ଝାରସୁଗୁଡା : ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା । ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା । ରିଜର୍ଭ ବାଟାଲିଅନ ବାଥରୁମ ଦର୍ପଣ କାଚ ଭାଙ୍ଗି ହାତ କାଟିଲା ଅମିତ । ଭଙ୍ଗା କାଚରେ ହାତ କାଟିବା ସହ ଶରୀରର ଅନ୍ୟ ସ୍ଥାନକୁ ବି କାଟିଲା । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଅମିତକୁ ହସ୍ପିଟାଲ ନେଲା ପୋଲିସ । ୩ ଦିନିଆ ଆଣି ଜେରା ବେଳେ ଏଭଳି କାଣ୍ଡ କଲା ଅମିତ । ରିମାଣ୍ଡରେ ଆଣି ରିଜର୍ଭ ବାଟାଲିଅନରେ ଅମିତକୁ ରଖିଥିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login