ନକଲି ସାର୍ଟିଫିକେଟରେ ଶିକ୍ଷକ ଚାକିରିକୁ ନେଇ ଧରପଗଡ । ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗରେ ଏ ନେଇ ଧରପଗଡ ସୂଚନା । ଗତ ୩ ବର୍ଷରେ ଚାକିରି କରିଥିବା ଶିକ୍ଷକଙ୍କୁ ନେଇ ଚାଲିଛି ତାଲିକା । ୩୫୦ ରୁ ୪୦୦ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ବାହାର ରାଜ୍ୟର ସୂଚନା । ବାହାର ରାଜ୍ୟର ଡିଗ୍ରୀଧାରୀ ଶିକ୍ଷକଙ୍କ ତାଲିକା କରୁଛି ଶିକ୍ଷା ବିଭାଗ । ଯାଞ୍ଚ ପାଇଁ ବାହାର ରାଜ୍ୟକୁ ଯିବ ଶିକ୍ଷା ବିଭାଗର ସ୍ୱତନ୍ତ୍ର ଟିମ୍ ।
Views: 70