ଭୁବନେଶ୍ୱର : ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଲୁଟିଲେ ସାଇବର ଠକ । ଅନଲାଇନ ଟ୍ରେଡିଂ ଓ ଇନଭେଷ୍ଟମେଣ୍ଟ ନାଁରେ ୧.୫୫ କୋଟି ଠକେଇ । ଓଟିପି , କେୱାଇସି ଅପଡେଟ ଲିଙ୍କ ରେ କ୍ଲିକ ନାଁରେ ୬୫ ଲକ୍ଷ ଚଳୁ । ଟେଲିଗ୍ରାମ ବ୍ୟବହାର ଜରିଆରେ ନୂଆ ଠକେଇ ଧରାପଡିଲା । ଅଧିକ ରିଟର୍ଣ୍ଣ ମୋହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଲେ ।
ଆନ୍ଧ୍ର ଭାଷା ବିଜେଡି କହୁଛି –ବିଜେପି
Views: 71