The Ultimate Managed Hosting Platform
ADVERTISEMENT

ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ

Facebook
Twitter
LinkedIn

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରେ ଅଘଟଣ। ଖେଳୁଥିବା ବେଳେ କୂଅ ଭିତରକୁ ଖସି ପଡିଲା ୩ ବର୍ଷର ଶିଶୁ। ଅଗ୍ନିଶ୍ରମ କର୍ମଚାରୀ ମାନେ ଖବର ପାଇ ତୁରନ୍ତ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଶିଶୁପୁତ୍ରକୁ ।
ସୂଚନା ଅନୁଯାୟୀ ପିଲାଟି ଖେଳୁଥିବା ସମୟରେ ୩୦ଫୁଟ ନଣ୍ଡା କୂଅ ଭିତରକୁ ଖସିପଡିଥିଲା । କୂଅରେ ପ୍ରାୟ ୪ ଫୁଟ ପାଣି ଥିଲା। ଏହି ସମୟରେ ଶିଶୁଟିକୁ ଉଦ୍ଧାର କରିବାକୁ ଆଉ ଜଣେ ୧୪ ବର୍ଷର ବାଳକ କୂଅକୁ ଡେଇଁପଡି ଥିଲେ କ୍ଷ ଏହା ପରେ ଶିଶୁଟିକୁ ପାଣି ଭିତରୁ ଉପରକୁ ଟେକି ଧରିଥିଲେ କ୍ଷ ଢେଙ୍କାନାଳ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ଶିଶୁ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login