The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ନକଲି ସାର୍ଟିଫିକେଟ : କୋଚିଂ ସେଣ୍ଟରରେ ରେଡ୍

Facebook
Twitter
LinkedIn

ବଲାଙ୍ଗୀର : ନକଲି ସାର୍ଟିଫିକେଟ ଲିଙ୍କରେ କ୍ରାଇମବ୍ରାଞ୍ଚର ଖୋଳତାଡ । ଟାଉନ ଥାନାରୁ ମାମଲା ନେବା ପରେ କ୍ରାଇମବ୍ରାଞ୍ଚର ତଦନ୍ତ ତ୍ୱରାନ୍ୱିତ । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ ଛାନଭିନ୍ । କଲେଜ ଛଳରେ ଥିବା ମନୋଜଙ୍କ କୋଚିଂ ସେଣ୍ଟରରେ ଯାଞ୍ଚ । କୋଚିଂ ସେଣ୍ଟର ପରେ ବଲାଙ୍ଗିର ମୁଖ୍ୟ ଡାକଘରେ ଯାଞ୍ଚ । ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ କ୍ରାଇମବ୍ରାଞ୍ଚ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT