The Ultimate Managed Hosting Platform
ADVERTISEMENT

୧୦ ଲକ୍ଷର ନକଲି ଔଷଧ ଜବତ

Facebook
Twitter
LinkedIn

କଟକ : କଟକ ନକଲି ଔଷଧ କାରବାର । ବିହାର ଓ ଏମପିରେ ଚଢାଉ । ଏସଟିଏଫ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ମିଳିତ ଚଢାଉ । ମିଳିତ ଚଢାଉ ବେଳେ ୧୦ ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟର ନକଲି ଔଷଧ ଜବତ । ମାଷ୍ଟରମାଇଣ୍ଡ ବିହାରର ମୁଜାଫରପୁରର ମନୀଷ କୁମାରଙ୍କ ଘରେ ରେଡ୍ । ଅଭିଯୁକ୍ତ ମନୀଷ ଫେରାର ହୋଇଯାଇଛି । ଘରୁ ବିପୁଳ ନକଲି ଔଷଧ ଜବତ । ମଧ୍ୟ ପ୍ରଦେଶର ଭୋପାଳରେ ମଧ୍ୟ ଚଢାଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

ADVERTISEMENT
ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

Login