ଭୁବନେଶ୍ୱର : ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ଅନୁମୋଦନ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ । ବିଜୁ ବାବୁ ଏକ ସଶକ୍ତ ଓଡିଶା ଚାହୁଁଥିଲେ । ଏହି କ୍ଷେତ୍ରରେ ମେଟ୍ରୋ ଟ୍ରେନ ଏକ ପଦକ୍ଷେପ । ବିଭିନ୍ନ କ୍ଷେତ୍ରରେ ବିକାଶ ନେଇ ଆମ ରାଜ୍ୟ ରୋଲ ମଡେଲ ।
ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ଅନୁମୋଦନ
Views: 98