ଭୁବନେଶ୍ୱର : ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରୟା । ଜାଲିଆତିର ମୁଖ୍ୟ ଅଭିଯୁକ୍ତ ଙ୍କ ଘରକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ ଓ ବିଧାୟକ । ସରକାରୀ କ୍ୱାର୍ଟରରେ ଅଭିଯୁକ୍ତ ରହୁଛି କହି ବର୍ଷିଲେ ନରସିଂହ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଅଭିଯୁକ୍ତଙ୍କ ଫଟୋ ଆସିଲା । ଫଟୋ ନେଇ ସ୍ପଷ୍ଟୀକରଣ ଦାବି କଲୁ , ହେଲେ ମନ୍ତ୍ରୀ କିଛି କହିଲେନି । ରାଜ୍ୟ ବାହାର ଲିଙ୍କ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥାଇପାରନ୍ତି ।
ଅନ୍ୟପଟେ ଫେକ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ପ୍ରସଙ୍ଗ । କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଜୟନାରାୟଣ ମିଶ୍ରା ଆଜି ଯାଏଁ୨୨୫ଟି ମାମଲା ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ କରିପାରିଛି । ସରକାରୀ ଦଳର ଏଜେଣ୍ଟ ସାଜିଛି କ୍ରାଇମବ୍ରାଞ୍ଚ ବୋଲି କହିଲେ ଜୟନାରାୟଣ । କ୍ରାଇମବ୍ରାଞ୍ଚ ତଦନ୍ତ କରି ଲୋକଙ୍କୁ ନ୍ୟାୟ ଦେଇ ପାରିବ ନାହିଁ । ଫେକ ସାର୍ଟିଫିକେଟରେ ସରକାୀ ଦଳର ନେତାଙ୍କ ସମ୍ପୃକ୍ତି ରହିଛି । ତେଣୁ ଅନ୍ୟ ଘଟଣା ଭଳି ଏହି ଘଟଣାକୁ ମଧ୍ୟ ଚପାଇ ଦେବେ । ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା , କଣ ହେଲା । ଏହି କେସ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇ ପାରିବ ନାହିଁ ।
ଜାଲ ସାର୍ଟିଫିକେଟକୁ ନେଇ ବର୍ଷିଲେ ନରସିଂହ ଓ ଜୟନାରାୟଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











