The Ultimate Managed Hosting Platform
ADVERTISEMENT

କଟକର ଘରୋଇ ନର୍ସିିଂହୋମରେ ସିଏମସି ରେଡ୍

Facebook
Twitter
LinkedIn

କଟକ : କଟକର ଏକ ଘରୋଇ ନର୍ସିିଂ ହୋମରେ ସିଏମସି ରେଡ୍ । ବିଏସକେୱାଇ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ରେଡ ୍ । ନୂଆବଜାର ଗୋଶାଳା ନିକଟ ଏକ ଘରୋଇ ନର୍ସିଂହୋମରେ ରେଡ । ସିଏମସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପକ୍ଷରୁ ଚାଲିଛି ଚଢାଉ । ସିଏମସି ଡେପୁଟି କମିଶନରଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀ ସାମିଲ । ଗୋଟିଏ ନର୍ସିଂହୋମରେ ଚିକିତ୍ସା , ଅନ୍ୟଟିରେ ଟଙ୍କା ଉଠାଣ ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login