The Ultimate Managed Hosting Platform
ADVERTISEMENT

ସ୍ୱତନ୍ତ୍ର ରିଲିଫ କମିସନର ଭାବେ ନିଯୁକ୍ତ ହେଲେ ଆଇଏଏସ ସତ୍ୟବ୍ରତ ସାହୁ

Facebook
Twitter
LinkedIn

ଭୁବନେଶ୍ୱର : ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଦାୟିତ୍ୱ ନେଲେ ସତ୍ୟବ୍ରତ ସାହୁ। ଏହା ସହ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ୟ୍ୟ କରୁଛନ୍ତି ସତ୍ୟବ୍ରତ ସାହୁ। ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ୱ ନେବା ପରେ ଏସଆରସି ପଦରେ ସତ୍ୟବ୍ରତ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଧରାଲି ପରେ ଏବେ ଭଟବାଡିରେ ଧସିଲା ରାସ୍ତା

ଧରାଲି ପରେ ଏବେ ଭଟବାଡିରେ ଧସିଲା ରାସ୍ତା

ଉତ୍ତରାଖଣ୍ଡ : ଉତ୍ତରକାଶୀ ଧରାଲିରେ ବାଦଲଫଟା ବର୍ଷା ପରେ ଉତ୍ତରକାଶୀରୁ ରିଷିକେଶ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଧରାଲିରେ ଉଦ୍ଧାର କାର୍ୟ୍ୟ ପାଇଁ ରସେକ୍ୟୁ...

ADVERTISEMENT

Login