The Ultimate Managed Hosting Platform
ADVERTISEMENT

ଚିକିତ୍ସା ଅଭାବରୁ ଚାଲିଗଲା ରୋଗୀର ଜୀବନ

Facebook
Twitter
LinkedIn

ବାଲେଶ୍ଵର : ବାଲେଶ୍ଵର ମେଡିକାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୋଗରାଇ ଥାନା ଅଲାଲବିନ୍ଧା ଗାଁର ତରୁଲତା ଦାସ ମଙ୍ଗଳବାର ସଂଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋ ବିପି କାରଣରୁ ଭର୍ତ୍ତି ହୋଇଥିଲେ।ସଂନ୍ଧ୍ୟା ୭ଟାରୁ ସମୟରୁ ବୁଧବାର ୧୧ ଟା ପର୍ୟ୍ୟନ୍ତ ଚିକିତ୍ସା ନିମନ୍ତେ କୌଣସି ଡ଼ାକ୍ତର ଆସିନଥିରୁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ଦେଖାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login