The Ultimate Managed Hosting Platform
ADVERTISEMENT

ମାଟି ଅତଡା ଧସି ୨ ମୃତ

Facebook
Twitter
LinkedIn

କୋରାପୁଟ : ମାଟି ଅତଡା ଧସି ୨ ମହିଳା ମୃତ । ୨ ଜଣ ଗୁରୁତର ହୋଇଛନ୍ତି । ନନ୍ଦପୁର ଥାନା ହିକମପୁଡ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଅଘଟଣ । ମୃତ ୨ ମହିଳାଙ୍କ ଘର ଘାଗଡାପଣ୍ଡି ଗାଁର ବୋଲି ସୂଚନା । ୨ ଗୁରୁତରଙ୍କୁ ଉଦ୍ଧାର ପରେ ନନ୍ଦପୁର ମେଡିକାଲରେ ଭର୍ତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login