The Ultimate Managed Hosting Platform
ADVERTISEMENT

ସାବରମତୀ ଜେଲରୁ ନୈନି ଜେଲ ଗଲା ମାଫିଆ ଡନ ଅତୀକ ଅହମ୍ମଦ

Facebook
Twitter
LinkedIn

ପ୍ରୟାଗରାଜ : ମାଫିଆ ଡନ୍ ଅତିକ ଅହମ୍ମଦକୁ ସାବରମତି ଜେଲରୁ ନୈନି ଜେଲକୁ ସ୍ଥାନାନ୍ତର କରାଯାଇଛି । ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ପ୍ରାୟ ୧୨୭୦ କିଲୋମିଟର ରାସ୍ତା ଯିବା ବେଳେ ଅହମ୍ମଦ ବାଟରେ ଶୋଇ ନଥିଲା ବୋଲି ଜଣାଯାଇଛି । ରାସ୍ତାରେ ତାକୁ ଏନକାଉଣ୍ଟର କରାଯିବା ଭୟରେ ସେ ରାତିସାରା ଶୋଇ ନଥିଲା । ତେବେ ନୈନି ଜେଲରେ ପହଞ୍ଚିବା ପରେ ତାର ମୁହଁରେ ଶାନ୍ତିର ଚିହ୍ନ ଦେଖିବାକୁ ମିଳିଥିଲା । ଜେଲରେ ପହଞ୍ଚିବା ପରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତା’ର ଉଚ୍ଚତା, ଓଜନ ମାପ କରିବା ସହ ତାକୁ ପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଥିଲା । ଅହମ୍ମଦକୁ ଏକ କଡା ସୁରକ୍ଷିତ ବ୍ୟାରେକ୍ ରେ ରଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login