ଭୁବନେଶ୍ୱର : ଆଜିଠୁ ଘଡଘଡି ବର୍ଷା ସହ ପବନ ସମ୍ଭାବନା । ଆଜି ଓ କାଲି ଘଡଗଡି ସହ ବର୍ଷା , ଝଡ ପବନ ସମ୍ଭାବନା । ଆଜି ୪୦ ରୁ ୫୦ କିମି , କାଲି ୩୦-୪୦ କିମି ବେଗରେ ପବନ ବହିପାରେ । ୨୯ରେ ଆଉ ଏକ ପଶ୍ଚିମା ଝଡ ଆସିବ । ପ୍ରଭାବରେ ୩୧ରେ ପ୍ରବଳ ବର୍ଷା ।
କୋଭିଡ ଚିନ୍ତା : ସବୁ ଜିଲ୍ଲାକୁ ଆଲର୍ଟ
Views: 102