ନୂଆଦିଲ୍ଲୀ :ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ ବିରୋଧୀ ଏକାଠି । ବିରୋଧୀ ଦଳ ନେତା ଖଡଗେଙ୍କ ଚାମ୍ବରରେ ଏକାଠି ହେଲେ । ବୈଠକରେ ଏକାଠି ହେଲେ ୧୭ଟି ବିରୋଧୀ ଦଳର ସଦସ୍ୟ । ସମାଜବାଦୀ ପାର୍ଟି, ଟିଏମସି , ଆପ ସଦସ୍ୟ ମଧ୍ୟ ଯୋଗ ଦେଲେ । କଳା ପୋଷାକ ପିନ୍ଧି ବୈଠକକୁ ଆସିଲେ କଂଗ୍ରେସ ସଦସ୍ୟ ।
Views: 96