The Ultimate Managed Hosting Platform
ADVERTISEMENT

ମୋ ମୁହଁ କେହି ବନ୍ଦ କରିପାରିବେନି-ରାହୁଲ

Facebook
Twitter
LinkedIn

ନୂଆଦିଲ୍ଲୀ : ସାଂସଦ ପଦ ରଦ୍ଦ ପରେ ରାହୁଲ ଗାନ୍ଧିଙ୍କ ପ୍ରେସମିଟ୍ । ବାରମ୍ବାର କହିଛି , ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି । ଏ ନେଇ ଆମକୁ ଦୈନିକ ନୂଆ ନୂଆ ଉଦାହରଣ ମିଳିଛି । ଆଦାନୀଙ୍କ କମ୍ପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି । ଆଦାନୀଙ୍କ ସହ ମୋଦିଙ୍କ ସମ୍ପର୍କ ନୂଆ ନୁହେଁ , ବହୁ ପୁରୁଣା । ସଂସଦରେ ପ୍ରଶ୍ନ କରିଥିଲି । ମୋ ପ୍ରଶ୍ନକୁ ବିବରଣୀରୁ ବାଦ ଦିଆଗଲା । ମୋ ସମ୍ପର୍କରେ ମନ୍ତ୍ରୀ ମାନେ ସଂସଦରେ ମିଛ କହିଲେ । ମୋତେ କହିବାକୁ ସୁଯୋଗ ଦିଆଗଲାନି । ମୁଁ ପ୍ରଶ୍ନ କରିବି , ମୋତେ କେହି ଡରାଇ ପାରିବେନି । ଡରାଇ ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେନି । ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢୁଛି , ଚୁପ କରିପାରିବେନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଦଫା । ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା...

ADVERTISEMENT

Login