ଭୁବନେଶ୍ୱର : ୱାନ ବାର ୱାନ ଇଲେକ୍ସନ । ରାଜ୍ୟର ସମସ୍ତ ବାର୍ ଆସୋସିଏସନ କର୍ମକର୍ତ୍ତାଙ୍କ ପାଇଁ ଜାରି ରହିଛି ମତଦାନ । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ମତଦାନ ଚାଲିବ । ରାଜ୍ୟର ୧୫୩ ଟି ବାର ଆସୋସିଏସନ ପାଇଁ ଚାଲିଛି ମତଦାନ । ୩୩ ହଜାରରୁ ଉର୍ଦ୍ଧ୍ୱ ଆଇନଜୀବୀ ମତଦାନ ସାବ୍ୟସ୍ତ କରିବେ । ତେବେ ସୁରୁଖୁରୁରେ ମତଦାନ ହେଉଥିବା ନେଇ ସୂଚନା ରହିଛି ।
Views: 75