The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାହୁଲଙ୍କ ସଦସ୍ୟତା ରଦ୍ଦ

Facebook
Twitter
LinkedIn

ନୂଆଦିଲ୍ଲୀ : ସାଂସଦ ରାହୁଲ ଗାନ୍ଧୀଙ୍କୁ ବଡ ଝଟକା । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେଲା । ସମ୍ବିଧାନର ଧାରା ୧୦୨(୧)(ଇ) ଅନୁସାରେ ସଦସ୍ୟତା ରଦ୍ଦ । ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ । ଲୋକ ପ୍ରତିନିଧି ଆଇନ ୧୯୫୧ , ସେକ୍ସନ ୮ ଅନୁଯାୟୀ ପଦ ରଦ୍ଦ । କୋର୍ଟଙ୍କ ଦ୍ୱାରା ଦଣ୍ଡାଦେଶ ଘୋଷଣା ହେବା ପରେ ରଦ୍ଦ ହେଲା । ମାନହାନୀ କେସରେ ଦୋଷୀସାବ୍ୟସ୍ତ ରାହୁଲ । ୨ ବର୍ଷ ସଜା ପାଇଥିବାରୁ ସଦସ୍ୟତା ରଦ୍ଦ । ସଜା ଶୁଣାଇଥିଲେ ଗୁଜୁରାଟର ସେସନ କୋର୍ଟ ।ମୋଦି ସରନେମ ମାମଲାରେ ୨ ବର୍ଷ ଦଣ୍ଡାଦେଶ କରିଥିଲେ କୋର୍ଟ । ଦଣ୍ଡାଦେଶ ପରେ ପରେ ରାହୁଲ ଙ୍କୁ ମଧ୍ୟ ଜାମିନ ମିଳିଯାଇଥିଲା । ଲୋକସଭା ସଚିବାଳୟରୁ ଜାରି ହେଲା ନୋଟିସ । କେରଳର ବ୍ୱାଇନା ଡରୁ ସାଂସଦ ଅଛନ୍ତି ରାହୁଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login