ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କୁ ହୋଇପାରେ ୨ ବର୍ଷ ଜେଲ । “ମୋଦି ସରନେମ” କୁ ନେଇ ଦେଇଥିଲେ ଅରୁଚିକର ମନ୍ତବ୍ୟ । ଯାହାକୁ ନେଇ କୋର୍ଟରେ ମାମଲା ହୋଇଥିଲା । ତେବେ ଗତକାଲି ଶୁଣାଣି ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡା ଦେଶ ହୋଇଛି । ତେବେ ଏ ନେଇ କଣ କହୁଛି ଆଇନ ?
-ଜନପ୍ରତିନିଧି ଆଇନ , ୧୯୫୧ ଧାରା ୮(୩) ଅନୁସାରେ ସାଂସଦଙ୍କୁ ଅତିକମରେ ୨ ବର୍ଷ ଜେଲ ଦଣ୍ଡାଦେଶ ହେବା କ୍ଷଣି ତାଙ୍କର ସଂସଦ ସଦସ୍ୟତା ବା ସାଂସଦ ପଦ ରଦ୍ଦ ହୋଇଯିବ ।
-ଲୋକସଭା ସଚିବାଳୟ ସାଂସଦ ପଦ ରଦ୍ଦ କରିବ ।
-ନିର୍ବାଚନ କମିଶନ ତାଙ୍କ ଆସନ ପାଇଁ ସ୍ୱତନ୍ତ୍ର ନିର୍ବାଚନ ଘୋଷଣା କରିବେ ।
-୨ ବର୍ଷ ଜେଲ ଅବଧି ସରିବା ପରେ ଆଗାମୀ ୬ ବର୍ଷ ପାଇଁ ନିର୍ବାଚନ ଲଢି ପାରିବେ ନାହିଁ ।
-ଆଗାମୀ ୮ ବର୍ଷ ସମ୍ପୃକ୍ତ ନେତାଙ୍କୁ ନିର୍ବାଚନ ପ୍ରତିଦ୍ୱନ୍ଦିତାରୁ ଦୂରେଇ ରହିବାକୁ ପଡିବ ।
ତେବେ ଏ ନେଇ ଦିଲ୍ଲୀରେ ଜରୁରୀ ବୈଠକ ଆହ୍ୱାନ କଲେ କଂଗ୍ରେସ । ଏଆଇସିସି ଦିଲ୍ଲୀ ମୁଖ୍ୟାଳୟରେ ସନ୍ଧ୍ୟା ୫ଟାରେ ବୈଠକ ସୂଚନା । ଷ୍ଟିୟରିଂ କମିଟି ସଦସ୍ୟ , ପିସିସି ସଭାପତି , ସିଏଲପି ନେତାଙ୍କୁ ଡାକରା । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷତା କରିବେ । ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡା ଦେଶର ହୋଇପାରେ ସମୀକ୍ଷା ।
ସଂକଟ ଘେରରେ କି ରାହୁଲ ଗାନ୍ଧିଙ୍କ ସାଂସଦ ପଦ ?

Facebook
Twitter
LinkedIn
Facebook
Twitter
LinkedIn
Recent News
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...
ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...