The Ultimate Managed Hosting Platform
ADVERTISEMENT

ନବୀନ ଜଣେ ଶକ୍ତିଶାଳୀ ନେତା : ମମତା ବାନାର୍ଜୀ

Facebook
Twitter
LinkedIn

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରେ ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହା ପରେ ମମତା ନିଜ ପ୍ରେସ ବିବୃତ୍ତିରେ କହିଥିଲେ କି , ନବୀନ ଜଣେ ଶକ୍ତିଶାଳୀ ନେତା । ନବୀନ ନିବାସକୁ ଦୁଇ-ତିନି ଥର ଆସିଛି । ନବୀନଙ୍କ ଆତିଥେୟକୁ ମମତା ପ୍ରଶଂସା କରିଥିଲେ । ଏହା ଏକ ସୈାଜନ୍ୟମୂଳକ ସାକ୍ଷାତ , ରାଜନୈତିକ ନୁହେଁ ବୋଲି କହିଲେ ଦିଦି । ଓଡିଶା ବଙ୍ଗଳା ମଧ୍ୟରେ ନିବିଡ ସମ୍ପର୍କ ରହିଛି । ନବୀନଙ୍କ ନିକଟରେ କୃତଜ୍ଞ ଥିବା କହିଛନ୍ତି ଦିଦି । ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ଜମି ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଲେ । ଓଡିଶା-ପଶ୍ଚିମବଙ୍ଗ ମଧ୍ୟ ଇଣ୍ଡଷ୍ଟ୍ରିଆଲ କରିଡର ସ୍ଥାପନା ନେଇ ଆଶା ଥିବା କହିଲେ ଦିଦି ।
ସେପଟେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି , ମମତା ପୁରୀ ଆସି ୨ ଦିନ ରହିଥିବାରୁ ବହୁତ ଖୁସି । ଆଜି ସୈାଜନ୍ୟମୂଳକ ସାକ୍ଷାତ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login