The Ultimate Managed Hosting Platform
ADVERTISEMENT

ସେକ୍ସ ରାକେଟ : ୧୩ ଗିରଫ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ । ୧୩ ଜଚ୍ଚଙ୍କୁ ଗିରଫ କରିଛି ପୋଲିସ । ବସ୍ତା , ସିଙ୍ଗଲା ସମେତ ବିଭିନ୍ନ ଅଂଚଳରେ ଚଢାଉ କରି ଗିରଫ । ରାକେଟରେ ସାମିଲ ଯୁବତୀଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର । ପଶ୍ଚିମବଙ୍ଗ ଓ ସ୍ଥାନୀୟ ଅଂଚଳର ଯୁବତୀ ରାକେଟରେ ସାମିଲ । ପୂର୍ବରୁ ମାଷ୍ଟର ମାଇଣ୍ଡ ଲିଙ୍କନ ସାହୁଙ୍କୁ ଗିରଫ କରିଛି ପୋଲିସ ।

ହୁମା ମନ୍ଦିର … କେବେ ଯାଇଛନ୍ତି କି ?
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login