The Ultimate Managed Hosting Platform
ADVERTISEMENT

ଆଜେକ୍ସଙ୍କ ମୃତ୍ୟୁ ମାମଲା : ବାନ୍ଧବୀଙ୍କ ବୟାନ ରେକର୍ଡ

Facebook
Twitter
LinkedIn

ଭୁବନେଶ୍ୱର : ଓଡିଆ ଡିଜେ ଆଜେକ୍ସଙ୍କ ମୃତ୍ୟୁ ମାମଲା । ଆଜେକ୍ସଙ୍କ ବାନ୍ଧବୀଙ୍କୁ ୧ ଘଣ୍ଟା ଧରି ଜେରା । ଜେରା କଲା ଖାରବେଳ ଥାନା ପୋଲିସ । ୧୬୧ ଧାରାରେ ବାନ୍ଧବୀଙ୍କ ବୟାନ ରେକର୍ଡ । କେବେଠୁ ପରିଚୟ ହେଲା , ଶେଷ କଲ କାହିଁକି କରିଥିଲେ ? ଭିଡିଓ କଲରେ କଣ କଥା ହୋଇଥିଲେ ? ଘଟଣା ଦିନ ଉଭୟଙ୍କ ଭିତରେ ପାଟି ତୁଣ୍ଡ ହୋଇଥିଲା କି ? ଏହିଭଳି କିଛି ପ୍ରଶ୍ନ ପଚାରିଛି ପୋଲିସ । ଖାରବେଳ ମଗର ଥାନାର ସ୍ୱତନ୍ତ୍ର ଟିମ କରିଥିଲା ପଚରାଉଚରା ।

ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login