The Ultimate Managed Hosting Platform
ADVERTISEMENT

ଛାତ୍ର କଂଗ୍ରେସ ପକ୍ଷରୁ ସୁଶାନ୍ତ ସିଂଙ୍କ ବାସଭବନ ଘେରାଉ

Facebook
Twitter
LinkedIn

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ବାସଭବନ ଘେରାଉ । ଛାତ୍ର କଂଗ୍ରେସ ପକ୍ଷରୁ ସୁଶାନ୍ତଙ୍କ ବାସଭବନ ଘେରାଉ । ସୁଶାନ୍ତ ସିଂ ଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଛାତ୍ର କଂଗ୍ରେସର ଦାବି । ସୁଶାନ୍ତ ସିଂ ବାହୁବଳୀ ନେତା ସାଜି ଟେଣ୍ଡର ଫିକ୍ସିଂ କରୁଛନ୍ତି । ସୁଶାନ୍ତ ସିଂଙ୍କ ସହ ନବ ଦାସଙ୍କର ମତାନ୍ତର ହୋଇଥିଲା । ତେଣଉ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି । ରାଜ୍ୟରେ ସମ୍ପୁର୍ଣ୍ଣ ଭାବରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି । ତେଣୁ ଯଦି ସୁଶାନ୍ତ ସିଂ ଙ୍କୁ ତଦନ୍ତର ପରିସରଭୁକ୍ତ କରା ନ ଯାଏ ତେବେ ଆଗକୁ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login