ବ୍ୟୁରୋ : ୨୦୨୪ ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଛି ସମାଜବାଦୀ ପାର୍ଟି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମାନଓ ମନ୍ଥନ ଏବେଠୁ ଆରମ୍ଭ କରି ସାରିଛି । ବର୍ତ୍ତମାନ ଶିବପାଲ ଯାଦବଙ୍କ ବଡ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ସମାଜବାଦୀ ପାର୍ଟି (ଏସପି) ର ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ପରେ ଶିବପାଲ ଯାଦବ ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଯେ ୟୁପିରେ ଏସପି ୫୦ ଟି ଲୋକସଭା ଆସନ ଜିତିବ। କୋଲକାତାରେ ସମାଜବାଦୀ ପାର୍ଟିର କାର୍ୟ୍ୟନିର୍ବାହୀ ବୈଠକ ଶେଷ ହେବା ପରେ ଦଳର ନେତା ଶିବପାଲ ଯାଦବ ଏକ ବଡ଼ ଦାବି କରିଛନ୍ତି। ଶିବପାଲ ଯାଦବ କହିଛନ୍ତି ଯେ ୨୦୨୪ ମସିହାରେ ତାଙ୍କ ଦଳ ୟୁପିରେ ୫୦ ଟି ସଂସଦୀୟ ଆସନ ଜିତିବ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସର୍ବାଧିକ ଧ୍ୟାନ ୟୁପି ଉପରେ ରହିଛି। ୮୦ ଟି ସଂସଦୀୟ ଆସନ ସହିତ ଏହି ରାଜ୍ୟରେ ସମସ୍ତେ ଏକ ବଡ ବିଜୟ ଦାବି କରୁଛନ୍ତି।
ଶିବପାଲ ଯାଦବ କହିଛନ୍ତି ଯେ ଏହି ସଭାରେ ୨୦୨୪ ନିର୍ବାଚନ ପାଇଁ ମାନସମନ୍ଥନ ହୋଇଛି । ୨୦୨୪ ରେ, ଆମେ ଉତ୍ତରପ୍ରଦେଶରୁ ଅତି କମରେ ୫୦ ଟି ସିଟ୍ ଜିତିବୁ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଭଲ କଥାବାର୍ତ୍ତା ହୋଇଥିଲେ। ସଂଗଠନକୁ ମଜବୁତ କରିବା ଏବଂ ୟୁପିରେ ୫୦ ଟି ସିଟ୍ ଜିତିବା ପାଇଁ ପ୍ରସ୍ତୁତି ଚାଲିଛି।
ଶିବପାଲ ଯାଦବଙ୍କ ବିଜେପିକୁ ଟାର୍ଗେଟ , କହିଲେ ୨୦୨୪ରେ ୟୁପିରେ୫୦ ଟି ସିଟ୍ ଜିତିବ ଦଳ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











