The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବିଜେପିର ଗାଁକୁ ଚାଲ ଅଭିଯାନ

Facebook
Twitter
LinkedIn


ଭୁବନେଶ୍ୱର : ଏପ୍ରିଲ ୬ରୁ ବିଜେପି ଓବିସି ମୋର୍ଚ୍ଚାର ଗାଁ ଗାଁ ଚାଲ , ଘର ଘର ଚାଲ ଅଭିଯାନ । ଏପ୍ରିଲ ୬ ପ୍ରତିଷ୍ଠା ଦିବସରୁ ବିଜେପିର ୯ ଦିନିଆ ଅଭିଯାନ । ୯ ଦିନିଆ ଅଭିଯାନରେ ୧ ଲକ୍ଷ ଗାଁ , ୧୦ ଲକ୍ଷ ଘରେ ପହଁଚିବ ଦଳ । ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ । ପ୍ରେସମିଟରେ ବିଜେପି ଓବିସି ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷଙ୍କ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT