The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ତାର ଲାଗି ଦନ୍ତା ମୃତ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଏକ ଦନ୍ତାର ମୃତ୍ୟୁ । ୧୧ କେଭି ବିଦ୍ୟୁତ ତାରରେ ଲାଗି ଦନ୍ତା ହାତୀ ମୃତ । ଚମ୍ପୁଆ ରେଂଜ ବାମେବାରି ବିଟ୍ ବସନ୍ତପୁର ଜଡିପଦାସାହିରେ ମୃତ । ଦନ୍ତାର ମୃତଦେହ ବିଦ୍ୟୁତ ତାରରେ ଛନ୍ଦି ହୋଇରହିଛି । ବିଦ୍ୟୁତ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ ଅଘଟଣ ସୂଚନା । ବନ ବିଭାଗ ପୂର୍ବରୁ ବିଦ୍ୟୁତ ବିଭାଗକୁ ଏ ନେଇ ଅବଗତ କରିଥିଲା ।
ତେବେ ଗତ କିଛି ଦିନ ଧରି ଦନ୍ତା ହାତୀ ମାନଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହେଉଥିବା ବେଳେ ଜନବସତି ମୁହାଁ ହେଉଛନ୍ତି ଦନ୍ତା । କେତେବେଳେ ଲୋକଙ୍କ ଜୀବନ ନେଉଛନ୍ତି ତ କେତେବେଳେ ନିଜ ଜୀବନ ଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login