ମେଷ:- ଆଜି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ସଫଳ ପାଇବେ । ଯଦି କୌଣସି ନୂଆ କାମ କରିବାକୁ ଚାହୁଁଛନ୍ତି ତେବେ ବରିଷ୍ଟ ମାନଙ୍କ ପରାମର୍ଶ କରି କରନ୍ତୁ । ଆପଣ ଚାକିରିଆ ବ୍ୟକ୍ତି ହୋଇଥିଲେ କଥାବାର୍ତ୍ତା ସମୟରେ ସଂଜମତା ରକ୍ଷା କରନ୍ତୁ ନହେଲେ ଆପଣଙ୍କ ପାଇଁ ଅସୁବିଧା ଉପୁଜିପାରେ । ।
ବୃଷ:- ଆଜି ଯେକୌଣସି କାମ କରିବାକୁ ଚାହିଁବେ ତାହା ମନଦେଇ କଲେ ସଫଳତା ମିଳିବ । ଜୀବନସାଥୀଙ୍କ କଥା ବୁଝିବାକୁ ଚେଷ୍ଟା କରିବେ । ବିଦ୍ୟାର୍ଥୀ ମାନେ କୌଣସି ପ୍ରତିଯୋଗୀତା ମୂଳକ ପରିକ୍ଷା ପାଇଁ ନାମାଙ୍କନ ଭରିବାର ରହିଛି ଯୋଗ ।
ମିଥୁନ:- ଆପଣଙ୍କର ଆର୍ଥୀକ ସ୍ଥିତି ସୁଦୃଢ ରହିବା ସହ ମନ ପ୍ରଫୁଲିତ ରହିବ । ନୀତି ଦିନିଆ କାମ ସହଜରେ ପୁରା ହୋଇଯିବ । ଆଜି ଆପଣ ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବା ସହ ଭଲ ଉପଦେଶ ମଧ୍ୟ ଦେବେ ।
କର୍କଟ:- କାର୍ଯ୍ୟ କ୍ଷେତ୍ରରେ ଧନ ଲାଭର ଯୋଗ ରହିଛି । ନୂଆ କିଛି କରିବାକୁ ମନ ମଧ୍ୟରେ ଚିନ୍ତା କରିବେ । ଯଦି ଆପଣ ସଂଗୀତ କ୍ଷେତ୍ରରେ ଅଛନ୍ତି ତେବେ ଆଜି ଆପଣ ଭଲ ସୁଯୋଗ ପାଇବେ । ଆପଣ କରିଆସୁଥିବା ଉଦ୍ୟମରେ ଆଜି ସଫଳ ହେବେ ।
ସିଂହ:- ଆଜି ଆପଣଙ୍କ ଜୀବନ ସାଥୀଙ୍କ ପାଇଁ ଆଗକୁ ବଢିବାରେ ଯୋଗ ରହିଛି । ନୂଆ କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା ପ୍ରକଟ କରିବେ । ଆଫଣ ଯଦି ଅଫିସରେ କାର୍ଯ୍ୟରତ ଅଛନ୍ତି ତେବେ ଅଫିସ କାର୍ଯ୍ୟ କରିବା ସମୟରେ ମନକୁ ବିଭିନ୍ନ ଯୋଜନା ଆସିବ ।
କନ୍ୟା:- ଆପଣ ଯଦି ପୂର୍ବରୁ କୌଣସି ବ୍ୟବସାୟ ଭିତ୍ତିକ ଚୁକ୍ତି କରିଛନ୍ତି ତହିଁରୁ ଅଚାନକ ଲାଭ ପ୬ାପ୍ତିର ଯୋଗ ରହିଛି । କୌଣସି ସାମାଜିକ ସଂସ୍ଥାର କାର୍ଯ୍ୟରେ ଆପଣଙ୍କ ଆଜି ସହଯୋଗ ରହିବ । ଘରୋଇ ଦାୟୀତ୍ୱ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବେ ।
ତୁଳା:- ଯଦି ଆପଣ ଆଜି କୌଣସି ବ୍ୟବସାୟରେ ଚିକ୍ତି କରିବାକୁ ଯାଉଛନ୍ତି ତେବେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବାର ଆବଶ୍ୟକ ରହିଛି । ସରକାରୀ କାମ ପୁରା କରିବାରେ ସମୟ ଲାଗିପାରେ । ପ୍ରେମିକ ପ୍ରେମିକାଙ୍କ ପାଇଁ ଆଜି ଦିନଟି ଶୁଭ ରହିବ ।
ବିଛା- ଆଜି ଯେଉଁ କାମ ଆରମ୍ଭ କରିବାକୁ ଚାହିଁବେ ସେଥିରେ ସଫଳତା ମିଳିବ । ବଡ କମ୍ପାନୀରୁ ଚାକିରୀ ପାଇଁ ଡାକରା ଆସିବ । ବିଜ୍ଞାନ ଛାତ୍ରଙ୍କ ପାଇଁ ଦିନଟି ଶୁଭ ରହିବ । ଆଜି ଅଚାନକ ଧନ ଲାଭର ଯୋଗ ରହିଛି ।
ଧନୁ:- ଲୋକ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ମାନସମ୍ମାନ ପାଇବେ । କେହି ।ାପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି ।
ମକର:- ଆଜି ଆପଣଙ୍କ ବ୍ୟବହାର ଦ୍ୱାରା ଲୋକମାନେ ପ୍ରଭାବିତ ହେବେ । ବନ୍ଧୁ ସହ ସମ୍ବନ୍ଧ ପୂର୍ବାପେକ୍ଷା ଭଲ ରହିବ । ଚାକିରୀ ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ ।
କୁମ୍ଭ:- ସାମାଜିକ ଗଣମାଧ୍ୟମରେ ଯାହାକୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘଦିନ ଧରିବ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ ।
ମୀନ:- ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ଲାଭର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ ।
ଆଜି ଆପଣଙ୍କ ରାଶିରେ (ତା.୧୯-୦୩-୨୦୨୩ ରିଖ ରବିବାର)
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











