The Ultimate Managed Hosting Platform
ADVERTISEMENT

ଟ୍ରକକୁ ପିଟିଲା ବସ , ୧୦ ଆହତ

Facebook
Twitter
LinkedIn

ବାରିପଦା : ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏନଏଚ୪୯ ବାଙ୍ଗିରିପୋଷି ଘାଟି ନିକଟରେ ଦୁର୍ଘଟଣା । ରାଇରଙ୍ଗପୁରରୁ ୫୦ ଯାତ୍ରୀଙ୍କୁ ନେଇ ବାରିପଦା ଆସୁଥିଲା ବସ । ୧୦ ଆହତଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି ।

ପ୍ରଶ୍ନପତ୍ର ତ୍ରୁଟିକୁ ମାନିଲା ବୋର୍ଡ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login