The Ultimate Managed Hosting Platform
ADVERTISEMENT

୬ ମାସର ଝିଅକୁ ହତ୍ୟା : ମା ଗିରଫ

Facebook
Twitter
LinkedIn

ଜଳେଶ୍ୱର : ୬ ମାସର ଝିଅକୁ ତଣ୍ଟି ଚିପି ହତ୍ୟା ଘଟଣାରେ ମାଆ ଗିରଫ । କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା । ଗତ ୫ରେ ସିଆରାଇ ଗାଁରେ ଘଟିଥିଲା ହତ୍ୟା କାଣ୍ଡ । ଝିଅକୁ କୁକୁର ଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା । ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବା ପରେ ଗିରଫ କଲା ପୋଲିସ । ପାରିବାରିକ କଳହକୁ ନେଇ ନିଜ ଝିଅକୁ ହତ୍ୟା କରିଥିଲେ ମହିଳା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login