The Ultimate Managed Hosting Platform
ADVERTISEMENT

ଥରୁଛି ସାରା ଓଡିଶା; ୫ ଡିଗ୍ରୀକୁ ଖସିଲା ପାରଦ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଶୀତର ତାପମାତ୍ରା ବୃଦ୍ଧି ପାଇଛି । ୧୫ ଟି ସ୍ଥାନରେ ଶୀତର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ରାଜ୍ୟର ସବୁଠାରୁ ଥଣ୍ଡାର ସହର ପାଲଟିଛି ଫୁଲବାଣୀ । ସେଠାକାର ଶୀତର ତାପମାତ୍ରା ସର୍ବନିମ୍ନ ୫ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି । ସେହିପରି ଦାରିଙ୍ଗବାଡି, କୋଇଡା ଓ ଫୁଲବାଣୀରେ ତୁଷାରପାତ ହେବାସହ ମୟୁରଭଞ୍ଜରେ ୫ ଡିଗ୍ରୀ ତଳକୁ ପାରଦ ଖସିଛି ।

ଏଥି ସହ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଉପର ବାରାକାମୁଡାରେ ୫ ଡିଗ୍ରୀ ତାପମାତ୍ରା ରହିଛି । ତେବେ ରାଜ୍ୟରେ ଆହୁରି ଦୁଇ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ମଧ୍ୟ ଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login