ବ୍ୟୁରୋ : ଧାର୍ମିକ ଶାସ୍ତ୍ର ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନାଯାଏ । ସେହିପରି ବାସ୍ତୁ ଶାସ୍ତ୍ରରେ ଝାଡୁ ର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଝାଡୁ ନା କେବଳ ଘରର ଅଳିଆ ସଫା କରେ ବରଂ ଦରିଦ୍ର୍ୟତାକୁ ମଧ୍ୟ ଦୂର କରିଥାଏ । ବାସ୍ତୁ ଶାସ୍ତ୍ରରେ ଝାଡୁ ସହ ଯୋଡି ହୋଇଥିବା ଅନେକ ନିୟମ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ରଖିବାର ସଠିକ ନିୟମ ତରିକାକୁ ଧ୍ୟାନ ଦେବା ବହୁତ ଜରୁରୀ ଅଟେ । ଝାଡୁ ସହ ଯୋଡି ହୋଇଥିବା ଏକ ଛୋଟ ନିୟମ ମଧ୍ୟ ଚିନ୍ତାର କାରଣ ସାଜିପାରେ । ତେବେ ଆସନ୍ତୁ ଜାଣିବା ।
୧) ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କରିବାର ଅନେକ ନିୟମ ରହିଛି । ଦିନରେ ଆପଣ ୪ ଥର ଝାଡୁ କରି ପାରିବେ । ରାତିରେ ଝାଡୁରେ ସଫା କରାଯାଏ ନାହିଁ । ରାତି ସମୟରେ ଘର ସଫା କଲେ ଦରିଦ୍ରତା ପାଖ ମାଡିଥାଏ । ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଘରେ ଟଙ୍କା ପଇସାର ଅଭାବ ଦେଖା ଦେଇଥାଏ ।
୨) କଥାରେ ଅଛି ଝାଡୁକୁ ସବୁବେଳେ ଲୁଚେଇ ରଖିବା ଉଚିତ । ଏହି କଥା ଉପରେ ଧ୍ୟାନ ରଖିବେ କି, ଝାଡୁ ଉପରେ କୈାଣସି ବାହାର ଲୋକଙ୍କ ନଜର ଯେପରି ନ ପଡେ ।
୩) ଝାଡୁକୁ ସବୁବେଳେ ଶୁଆଇ ରଖନ୍ତୁ । ଡେରି କରି ଥୋଇଥିବା ଝାଡୁରେ ମା ଅଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୪) ଘରେ ଭାଙ୍ଗି ଯାଇଥିବା ଝାଡୁ ରଖନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ଧରାଯାଏ । ନ ହେଲେ ଘରେ ବାସ୍ତୁ ଦୋଷ ଉପଜିଥାଏ ।
୫) ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁକୁ କେବେ ବି ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ । ଏହାକୁ ସବୁବେଳେ ଘରର ଦକ୍ଷିଣ କୋଣ କିମ୍ବା ପଶ୍ଚିମ କୋଣରେ ରଖିବା ଶୁଭ ହୋଇଥାଏ ।
ଝାଡୁକୁ ଏପରି ଭାବେ ରଖୁଛନ୍ତି କି ? ହୋଇପାରେ ଅଶୁଭ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...



