ଉମରକୋଟ : ମାଓ ହିଂସା ପାଇଁ ଚାଲିଗଲା ଯୁବକଙ୍କ ଜୀବନ । ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ । ରାଇଘର ଅଂଚଳରେ ଘରୁ ଡାକି ନେଇ ଗୁଳି କଲେ ମାଓବାଦୀ । ଜଙ୍ଗଲ କାଟିବା ଅଭିଯୋଗରେ ଗୁଳିକରି ମାରିଲେ ମାଓବାଦୀ । ମୃତ ଯୁବକ ଲକ୍ଷ୍ମୀପୁର ଗାଁର ନାରାୟଣ ନାଗେସ ବୋଲି ସୂଚନା ମିଳିଛି । ହତ୍ୟା ନେଇ ମେନପୁର -ନୂଆପଡା ଡିଭିଜନ ପକ୍ଷରୁ ପୋଷ୍ଟର ଜାରି । ବନ ବିଭାଗ ସହ ମିଶି ଜଙ୍ଗଲ କାଟିବା ଥିବାରୁ ହତ୍ୟା ଉଲ୍ଲେଖ ।
Views: 115