The Ultimate Managed Hosting Platform
ADVERTISEMENT

ତହସିଲ ସାମ୍ନାରେ ନିଜକୁ ଜାଳିଲେ

Facebook
Twitter
LinkedIn

ନୂଆପଡା : ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଜନୈକ ବ୍ୟକ୍ତି । ନୂଆପଡା ତହସିଲ ଅଫିସ ଆଗରେ ଦେହରେ ନିଆଁ ଲଗେଇଲେ । ଗୁରୁତର ଅବସ୍ଥାରେ ନୂଆପଡାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ଗୁରୁତର ବ୍ୟକ୍ତି ସଦର ଥାନା କଲ୍ୟାଣପୁର ଗାଁର ଜଗଦୀଶ ଚୈାହ୍ୱାନ । ଜମିବାଡି କାମ ପାଇଁ ତହସିଲ ଅଫିସ ଆସି ନିଆଁ ଲଗାଇଥିବା ସୂଚନା ।

ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login