ନୂଆଦିଲ୍ଲୀ । ନୋବେଲ ଶାନ୍ତି ପୁରସ୍କାର ଦୈାଡରେ ପ୍ରଧାନମନ୍ତ୍ରୀ ମୋଦି । ନୋବେଲ ପୁରସ୍କାର କମିଟି ଡେପୁଟି ଲିଡରଙ୍କ ପ୍ରତିକ୍ରିୟା ପରେ ଚର୍ଚ୍ଚା । ନୋବେଲ ପୁରସ୍କାର ପାଇଁ ମୋଦି ସବୁଠୁ ବଡ ଦାବିଦାର କହିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦିଙ୍କ ଲଗାତାର କାର୍ଯ୍ୟକୁ ପ୍ରଶଂସା । ବିଶ୍ୱ ଶାନ୍ତି ପାଇଁ ସେ ନିରବର୍ଚ୍ଛିନ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ବିଶ୍ୱ ଶାନ୍ତି ପୁନଃପ୍ରତିଷ୍ଠା ପାଇଁ ତାଙ୍କ ଠାରେ ସବୁ ପ୍ରକାର ଦକ୍ଷତା ରହିଛି ।

Views: 81