The Ultimate Managed Hosting Platform
ADVERTISEMENT

ଟ୍ରେନରୁ ଖସି ଜଣେ ଗୁରୁତର; ଏ ଯାଏ ଆହତଙ୍କ ପରିଚୟ ମିଳିପାରିନାହିଁ

Facebook
Twitter
LinkedIn

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥିବା ରାଧାକିଶୋରପୁର ଷ୍ଟେସନ ନିକଟରେ ଘଟିଛି ଏକ ଗୁରୁତର ଦୁର୍ଘଟଣା ଟ୍ରେନରୁ ଖସି ପଡ଼ି ଗୁରୁତର ହୋଇଥିବା ବେଳେ ଏ ଯାଏ ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ସୂଚନା ଅନୁାୟୀ , ଅନୁଗୁଳ ଜିଲ୍ଲାର ରାଧାକିଶୋରପୁର ଷ୍ଟେସନ ନିକଟରେ ବୁଧବାର ସକାଳ ସମୟରେ ଜଣେ ବ୍ୟକ୍ତି ଟ୍ରେନ୍ରେ ଚଢୁଥିବା ସମୟରେ ଦୁର୍ଭାଗ୍ୟ ବଶତଃ ବ୍ୟକ୍ତିଙ୍କର ଗୋଡ ଖସିଯାଇଥିଲା। ଫଳରେ ସେ ଟ୍ରେନରୁ ଖସିପଡ଼ି ଗୁରୁତର ହୋଇ ପଡ଼ିଥିଲେ ଥିଲେ । ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କର।ଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କର।ଯାଇଥିବା ବେଳେ, ଏବେ ପର‌୍ୟ୍ୟନ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ADVERTISEMENT
ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login