The Ultimate Managed Hosting Platform
ADVERTISEMENT

ନୀତିଶ କୁମାରଙ୍କ ବଦଳାଇ ଦେଲା ପ୍ରଧାନମନ୍ତ୍ରୀ ହେବାର ନିଶା: ଅମିତ ଶାହା

Facebook
Twitter
LinkedIn

ମହାଗଠନ ବନ୍ଧନ ବିହାରରେ(କଂଗ୍ରେସ, ଆରଜେଡି ଓ ଜେଡିୟୁ) ମୁର୍ଣ୍ଣିଆରେ ଏକ ମହାସମାବେଶ ଆୟୋଜନ କରି ବିଜେପି ମୁକ୍ତ ଭାରତ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥରବା ବେଳେ ସେପଟେ କିନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ବଗହାରେ ପହଞ୍ôଚ ମିଳିତ ମଞ୍ଚକୁ କରିଛନ୍ତି କଟୁ ସମାଲୋଚନା । ଜେଡିୟୁ ଓ ଆରଜେଡିକୁ ତେଲ ଓ ପାଣିର ମିଶ୍ରଣ ବୋଲି କହିଛନ୍ତି । ବିହାରରେ ନକଲି ମଦର ଆସର ଚାଲିଥରବା ବେଳେ ଅପରାଧୀ ମାନେ ଏବେ ସକ୍ରୀୟ ହେଲେଣି ।

ସେପଟେ ବିହାରର ଜନତା ଏବେ ସୁରକ୍ଷିତ ନଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରତିହତ କରିବାକୁ ସାହସ କରି ପାରୁନାହାଁନ୍ତି । କେବଳ ପ୍ରତି ତିନି ବର୍ଷରେ ଥରେ ପ୍ରଧାନ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥାନ୍ତି ବୋଲି ଶ୍ରୀ ଶାହା କହିବା ସହ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନୀତିଶଙ୍କୁ ବଦଳାଇ ଦେଇଛି ବୋଲି କହିଛନ୍ତି । ଏହି ଅବସରରେ ୨୦୨୪ରେ ପୁନର୍ବାର ନରେନ୍ଦ୍ର ମୋଦି ସରକାର ଗଠନ ପାଇଁ ଶ୍ରୀ ଶାହା ଦେଇଥିଲେ ଆହ୍ୱାନ ।

କେନ୍ଦ୍ର ଲୋକମାନଙ୍କ ପାଇଁ ଆଣୁଥିବା ଯୋଜନାକୁ ଭୁଲ ଉପସ୍ଥାପନ କରି ନୀତିଶ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ମଧ୍ୟ କହିଥିଲେ ଶ୍ରୀ ଶାହା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ବିହାରକୁ ପଠାଇଥିବା ୧୫ ହଜାର କୋଟି ସହାୟତା ରାଶିରେ ବାଧା ସୃଷ୍ଟି ନକରିବାକୁ କହିବା ସହ ଗଣତନ୍ତ୍ରରେ ସ୍ୱଚ୍ଛତା ରହିବା ଉଚ୍ଚିତ ବୋଲି କହିଥିଲେ ଶୀ ଶାହା । ଖାଲି ସେତିକି ନୁହେଁ ଯଦି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟ ମନ୍ତ୍ରୀ କରିବାକୁ ଆପଭ ପ୍ରତିଶୃତି ଦେଇଛନ୍ତି ତେବେ ସେହି ତାରିଖ ଘୋଷଣା କରିବାକୁ ଶ୍ରୀ ଶାହା ନୀତିଶଙ୍କୁ ମାରିଛନ୍ତି ତେରଛା ବାଣ ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login