The Ultimate Managed Hosting Platform
ADVERTISEMENT

ଓଡ଼ିଶାକୁ ଥରାଉଛି ହାଡ଼ଭଙ୍ଗା ଶୀତ; ୧୦ ଡିଗ୍ରୀ ତଳେ ୧୯ ଜିଲ୍ଲା

Facebook
Twitter
LinkedIn

ଭୁୁବନେଶ୍ୱର: ହାଡ଼ଭଙ୍ଗା ଶୀତର ପ୍ରକୋପ ଥରାଇବାରେ ଲାଗିଛି । ରାଜ୍ୟର ୧୯ ଜିଲ୍ଲାରେ ଶିତ ୧୦ ଡିଗ୍ରୀରୁ ତଳକୁ ଖସିଥିବା ରେକର୍ଡ଼ କରାଯାଇବା ଜଣା ପଡ଼ିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୩.୫ ଡ଼ିଗ୍ରୀ ରାତ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଦାରିଙ୍ଗବାଡ଼ି ରାଜ୍ୟର ସବୁଠୁ ଶୀତୁଆ ସହର ହୋଇଥିବା ବେଳେ, ରାଜ୍ୟର ଅନ୍ୟ ୧୯ଟି ଜିଲ୍ଲାରେ ରାତ୍ରୀ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିଥିବା ରେକର୍ଡ଼ କରାଯାଇଛି । ସେଥି ମଧ୍ୟରେ ଫୁଲବାଣୀ-୪, କୋରାପୁଟ-୮.୫, ଅନୁଗୋଳ-୮.୬, ବାଲେଶ୍ୱର-୯.୮, ଚାନ୍ଦବାଲି-୯.୨, ବାରିପଦା ୮.୫, ଝାରସୁଗୁଡା ୬.୪, କେନ୍ଦୁଝର ୬.୨, ସମ୍ବଲପୁର ୮.୫, ସୁନ୍ଦରଗଡ଼ ୬.୫, ହୀରାକୁଦ ୮.୬, ତାଳଚେର ୯.୦, ଭବାନୀପାଟଣା ୬.୦, ବଲାଙ୍ଗୀର ୭.୮, ଟିଟିଲାଗଡ଼ ୯.୮, ମାଲକାନଗିରି ୧୧.୫, ସୋନପୁର ୧୦.୫, ନୟାଗଡ଼ ୧୨, ବୌଦ୍ଧ ୧୪.୫ ଡ଼ିଗ୍ରୀ ସେଲସିୟସ୍ ଥିବା ରେକର୍ଡ଼ କରାଯାଇଛି । ତେବେ ରବିବାର ଠାରୁ ଶୀତର ପ୍ରକୋପ ଆହୁରି ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥି ସହିତ କିଛି ଜିଲ୍ଳାରେ ଆହୁରି ୨-୩ ଦିନ ଯାଏ ଅତି ପ୍ରବଳ ଶୀତ ଅନୁଭୁତ ହେବାର ସମ୍ଭାବନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login