The Ultimate Managed Hosting Platform
ADVERTISEMENT

ମହାପୁରୁଷ ଯଶୋବନ୍ତ ଗୋସ୍ଵାମୀଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

Facebook
Twitter
LinkedIn

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଢଙ୍ଗଗଡ଼ ନାଇଲୋ ଠାରେ ସିଦ୍ଧ ସାଧକ ପଞ୍ଚସଖା ମହାପରୁଷ ଯଶୋବନ୍ତ ଗୋସ୍ୱାମୀଙ୍କ ମହାପ୍ରାଣାୟ ଦିବସ ପଵିତ୍ର ଓଢଣ ଷଷ୍ଠୀ ଦିବସରେ ଅନୁଷ୍ଠିତ ହୋଇଯାଇଛି ।ଏହି ପବିତ୍ର ଦିବସରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ଥ ଓ ସାହିତ୍ୟିକ ମାନେ ଯୋଗ ଦେଇ ସାଧୁ ଗୋସ୍ୱାମୀଙ୍କ ଗାଦି ଦର୍ଶନ କରିଥିଲେ ।ପରେ ଯଶୋବନ୍ତ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ,ସଂସଦର ସଭାପତି ଦେବୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସିଦ୍ଧ ସାଧକ ଯଶୋବନ୍ତ ଗୋସ୍ୱାମୀ ଓ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଆଲୋକପାତ କରିବା ସହିତ ସଂସଦର ବାର୍ଷିକ ପତ୍ରିକା ତୀର୍ଥ ଉନ୍ମୋଚନ କରିଥିଲେ ।ଏହି ପବିତ୍ର କ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଜନ ସାଧରଣମାନଙ୍କ ପକ୍ଷରୁ ଦାବି ହୋଇଥିବା ବେଳେ ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login