The Ultimate Managed Hosting Platform
ADVERTISEMENT

ପିତାମାତା ହୋଇଛନ୍ତି  ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର

Facebook
Twitter
LinkedIn

ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ନିକଟରେ ପିତାମାତା ହୋଇଛନ୍ତି। ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ଏଥି ସହିତ ଦୁହେଁ ଫଟୋ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି। ଏବେ ସେ ଝିଅର ଫଟୋ ସେୟାର କରି ନାମ ପ୍ରକାଶ କରିଛନ୍ତି।

ଦୁହେଁ ଝିଅର ନାମ ଦେବୀ ବସୁ ସିଂ ଗ୍ରୋଭର ରଖିଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ ସେ ଜଣେ ଦେବୀ ତାକୁ ପାଇ ଆମେ ଭାଗ୍ୟଶାଳୀ ହୋଇଛୁ। ପ୍ରଶଂସକଙ୍କ ସହ ସେଲିବ୍ରେଟିମାନେ ମଧ୍ୟ ଏହି ପୋଷ୍ଟରେ ବିପାଶାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କହିବାକୁ ଗଲେ ବିପାଶାଙ୍କ ଗର୍ଭଧାରଣ ଖବର ମାର୍ଚ୍ଚରୁ ଆସୁଥିଲା। କିନ୍ତୁ ଉଭୟ ଏହା ଉପରେ କୌଣସି ପ୍ରକାରର ମନ୍ତବ୍ୟ ଦେଇ ନାହଥିଲେ । ଜୁଲାଇରେ ଏହି ଖବର ପୁଣି ଥରେ ଭାଇରାଲ୍‌ ହେବାରେ ଲାଗିଲା। ଅଗଷ୍ଟରେ ଦୁହେଁ ପ୍ରଶଂସକଙ୍କୁ ଖୁସିଖବର ଦେଇଥିଲେ।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login