The Ultimate Managed Hosting Platform
ADVERTISEMENT

ନବ୍ୟାଙ୍କୁ ଡେଟ୍ କରୁଛନ୍ତି ସିଦ୍ଧାନ୍ତ ଚର୍ତୁବେଦି !

Facebook
Twitter
LinkedIn

ମୁମ୍ଵାଇ ୦୩।୧୧: ନବ୍ୟା ନବେଲି ନନ୍ଦା ବିଗ୍‌ ବିଙ୍କ ନାତୁଣୀ । ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀଙ୍କୁ ନେଇ ତାଙ୍କ ସହ ଯୋଡା ଯାଉଛି। ଉଭୟ ଦୀର୍ଘ ସମୟ ହେବ ଚର୍ଚ୍ଚାରେ ରହି ଆସିଛନ୍ତି। ଉଭୟ ପରସ୍ପରର ପୋଷ୍ଟରେ କମେଣ୍ଟ ମଧ୍ୟ ଦିଅନ୍ତି। ଯେତେବେଳେ ବି ଏକ ଇଭେଣ୍ଟରେ ଏକାଠି ଦେଖାଯାଏ। ସେମାନଙ୍କର ଫଟୋ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଭାଇରାଲ ହୁଏ ।

ନିକଟରେ ଉଭୟ ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟୀରେ ମଧ୍ୟ ନଜର ଆସିଥିଲେ। ଅନେକ ଥର ସିଦ୍ଧାନ୍ତଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା। ଯେଉଁଥିରେ ସେ ନବ୍ୟାଙ୍କୁ ଭଲ ବନ୍ଧୁ ଭାବରେ କହିଥିଲେ। ହେଲେ ଏକ ସାକ୍ଷାତକାରରେ ସେ ପୁଣି ଏହି ଖବର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ସିଦ୍ଧାନ୍ତ ତାଙ୍କର ଚଳଚ୍ଚିତ୍ର ଫୋନ୍ ଭୁତ୍‌ର ପ୍ରମୋସନ ପାଇଁ ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଇଶାନ ଖଟ୍ଟର ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଛନ୍ତି।

ଏହି ସମୟରେ ସିଦ୍ଧାନ୍ତ ଏବଂ ଇଶାନଙ୍କୁ ପଚରାଯାଇଥିଲା କି ତୁମ ବିଷୟରେ ଏପରି ଗୁଜବ ଅଛି କି ଯାହା ସେମାନେ ସତ ହେବାକୁ ଚାହାଁନ୍ତି? ଏହା ଉପରେ ସିଦ୍ଧାନ୍ତ କହିଥିଲେ ଯେ ଶୁଣିବାକୁ ମିଳୁଛି ଯେ ମୁଁ କାହାକୁ ଡେଟ୍ କରୁଛି। ମୁଁ ଇଚ୍ଛା କରେ ଏହା ସତ ହେଉ। କାଶ ସେ ମୋର ହେଇ ଯାଆନ୍ତେ… ବାସ୍ତବରେ, କହିବାକୁ ଗଲେ ଏହି ଖବରକୁ ଅନେକ ଥର ସିଦ୍ଧାନ୍ତ ଗୁଜବ କହି ଅସ୍ଵୀକାର କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login