ପୂର୍ବତନମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କାର। ବିଜେପିର ସଚେତକ ତଥା ବରିଷ୍ଠ ନେତା ରବି ପାଣି, ଦଶପଲ୍ଲା ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ ଓ ପୂର୍ବତନ ଖଣ୍ଡପଡ଼ା ବିଧାୟକ ସିଦ୍ଧାର୍ଥ ଶେଖର ସିଂହ
ଆଜି ଜଳେଶ୍ଵର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଅମର୍ଦାରୋଡ଼ ନଟାକଟା ପଞ୍ଚାୟତ ସ୍ଥିତ ଶ୍ରୀଯୁକ୍ତ ମହାନ୍ତିଙ୍କ ବାସଭବନକୁ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରି, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ୍ ଖଣ୍ଡାପଡା ଇତିହାସ ଓ ସଂସ୍କୃତି ବିଷୟରେ ଲିଖିତ ଏକ ପୁସ୍ତକ ପ୍ରଦାନ କରିଥିଲେ।


Views: 167