The Ultimate Managed Hosting Platform
ADVERTISEMENT

ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଏକ ଅଭିନବ ଉପାୟରେ ରାସ୍ତା ମରାମତି ପାଇଁ ପ୍ରତିବାଦ କରାଯାଇଛି l

Facebook
Twitter
LinkedIn

ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ଏକ ଅଭିନବ ଉପାୟରେ ରାସ୍ତା ମରାମତି ପାଇଁ ପ୍ରତିବାଦ କରାଯାଇଛି l ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଟ୍ରଷ୍ଟର କର୍ମକର୍ତ୍ତାମାନେ ନିଜେ ନିଜେ ଗାଡ଼ିରୁ ପଡି ପ୍ରତିବାଦ କରିଛନ୍ତି l ଏହି ପ୍ରତିବାଦ ଭେଲଭ୍ୟୁ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖାଦେଇଛି l ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login