The Ultimate Managed Hosting Platform
ADVERTISEMENT

ଖ୍ରୀଷ୍ଟ କଲେଜର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ ପକ୍ଷରୁ ଆଜି ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Facebook
Twitter
LinkedIn

ଖ୍ରୀଷ୍ଟ କଲେଜର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ ପକ୍ଷରୁ ଆଜି ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ଆଇସିଆଇସିଆଇ ବ୍ୟାଙ୍କର ଫୋନ ବ୍ୟଙ୍କିଙ୍ଗ ଅଫିସର ଭାବେ ଯୁକ୍ତ ତିନି ଶେଷ ବର୍ଷର ଆଠ ଜଣ ବିଦ୍ୟାର୍ଥୀ ନିଯୁକ୍ତି ପାଇଛନ୍ତି. ଏଥିସହ ସାଫଟୋୟାର କମ୍ପାନୀ “ମାଇଣ୍ଡତ୍ରୀ”ରେ କଲେଜର ସିଦ୍ଧାନ୍ତ କୁଣ୍ଡୁ ନାମକ ଛାତ୍ର ନିଯୁକ୍ତି ପାଇଛନ୍ତି. ନିଯୁକ୍ତି ପାଇଥିବା ବିଦ୍ୟାର୍ଥୀମାନେ ହେଲେ ରାହୁଲ ଦଳାଇ, ମହମ୍ମଦ ସଫରାଜ, ସେକ ସୋହେଲ, ଦୀପା ବେହେରା, ଫାଇମ ଖାନ, ରିଷିକା ଚୌଧୁରୀ, ବିରଞ୍ଚି ମିଶ୍ର ଓ ଆକ୍ଷିତା ଠାକୁର. ନିଯୁକ୍ତି ପାଇଥିବା ଶିକ୍ଷାର୍ଥୀମାନେ କଲେଜ ପ୍ରତି ସେମାନଙ୍କର ଗଭୀର କୃତଜ୍ଞତା ଜଣାଇଛନ୍ତି.

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

ADVERTISEMENT
ଶ୍ରୀମନ୍ଦିର ଭିତରେ ବିଦେଶିନୀ

ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର : ପୁଣି ଧରାହେଲା ହିଡେନ କ୍ୟାମେରା

ପୁରୀ : ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଲା ହିଡେନ କ୍ୟାମେରା...

Login