ଆଜି ଓଡ଼ିଶାର ପୃବର୍ତ୍ତନ ଯୁବକଂଗ୍ରେସ ସଭାପତି ସ୍ବର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଉଦେଶ୍ୟରେ ସଂଗ୍ରାମ ଜେନା ସ୍ମୃତି ସଂସଦ, କଟକ ଆନୁକୂଲ୍ୟରେ କଟକ ଗଡ ଗଡିଆ ଘାଟ ଠାରେ ତିଳ ତ୍ରପଣ କାଯ୍ୟକ୍ରମ କରାଯାଇଥିଲା ଏବଂ ଏହାପରେ କଟକ ଏସିବି ବଡ ମେଡିକାଲ ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ଏହି କାଯ୍ୟକ୍ରମରେ ସ୍ମୁତି କମିଟି ର ସଦସ୍ୟ ଡ. ବିପ୍ଳବ ଶିଳାଦିତ୍ୟ, ଶିଶିର ରଥ, ଜ୍ଞାନେନ୍ଦ୍ରଗିରି ଗୋସ୍ୱାମୀ, ସିଦ୍ଧାର୍ଥ ରାୟ,ମାନସ ଦାସ,ମନୋଜ ବିଶ୍ଵାଳ,ସଦାଶିବ ବାରିକ, ସ୍ମୃତି ରାଉତ୍,ଶିବ ଅଗରୱାଲ୍, ସଚିଦାନନ୍ଦ ରାଉତ୍, ପ୍ରତୀକ ନାୟକ, ଆଶୁତୋଷ ରାଉତ୍, ପର୍ଣାଶା ପୌଲ, ସତ୍ୟଜିତ ସେଠୀ, ସରୋଜ ଦାସ, ଦୀପକ ମହାନ୍ତି, ନରେଶ ବେହେରା, ଅନିଶ କୁରେଶି, କାର୍ତ୍ତିକ ସେନାପତି, ଶୁଭଙ୍କର ବୋସ ଅବଂ ଅନ୍ୟ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Views: 246