The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବସ୍ତାରେ ଖୋଲିବା କୁ ଯାଉଛି ହାଇଜେନିକ ଫିସ ମାର୍କେଟ ।

Facebook
Twitter
LinkedIn

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବାହାର୍ଦା କୃଷି ଫାର୍ମ ପରିସରରେ କେନ୍ଦ୍ର ମତ୍ସ୍ୟ ବିଭାଗ ପକ୍ଷରୁ ହାଇଜେନିକ ଫିସ ମାର୍କେଟ ନିର୍ମାନ ପାଇଁ ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇ ଏହି ଜାଗାକୁ ଚିହ୍ନଟ କରାଯାଇଛି। କୃଷି ଫାର୍ମରୁ ୨୦ ଏକର ଜାଗା ନିଆଯାଇ ଅତ୍ୟାଧୁନିକ ହାଇଯେନିକ ମାଛ ଗୋଦାମ କରାଯିବ ।ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ଲକ୍ଷ ରହିଛି। ଏହି ସ୍ଥାନଟି ଓଡିଶା ଓ ପଶ୍ଚିମବଙ୍ଗର
ସିମାନ୍ତବର୍ତ୍ତି ଜାଗା ହୋଇଇ ଥିବାରୁ ଆମଦାନି ରପ୍ତାନିର ସୁବିଧା ହୋଇପାରିବ।

ଏଠାରୁ ଓଡିଶାର ବିଭିନ୍ନ ସ୍ଥାନକୁ ମାଛ ରପ୍ତାନୀ ହେବା ସହିତ ପଡୋଶୀ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟକୁ ମାଛ ରପ୍ତାନି ହୋଇପାରିବ। ଏନେଇ ରାଜ୍ୟ ଏବଂ କେନ୍ଦ୍ରର ଏକ ପ୍ରତିନିଧି ଦଳ ସହିତ,ମତ୍ସ୍ୟ ଯିବି ସଂଘର ୧୫୦ ସଦସ୍ୟ ଜାଗା ପରିଦର୍ଶନ କରିବା ସହିତ। ତେବେ ଏହି ମାଛ ମାର୍କେଟ ଆରମ୍ଭ ହେଲେ, ସ୍ଥାନୀୟ ଲୋକେ ଓ ବହୁ ମତ୍ସ୍ୟ ଯିବି ରୋଜଗାର ପାଇବା ସହିତ, ଅଞ୍ଚଳ ବାସି ବେସ ଉପକୃତ ହୋଇପାରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login