The Ultimate Managed Hosting Platform
ADVERTISEMENT

ହର୍‌- ଘର୍ -ତ୍ରିରଙ୍ଗା ଅଭିଯାନରେ ଶାହାରୁଖ ଖାନ

Facebook
Twitter
LinkedIn

ସୁପରଷ୍ଟାର ଶାହାରୁଖ ଖାନ ନିଜ ବାସଭବନ ‘ମନ୍ନତ’ରେ ସପରିବାର ସହ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ସମସ୍ତେ ଧଳା ପୋଷାକ ପିନ୍ଧିବା ସହ ଶାହାରୁଖ, ପତ୍ନୀ ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍ ନିଜ ପୁଅ ଆର୍ଯ୍ୟନ ଓ ଆବ୍ରାମଙ୍କ ସହ ଜାତୀୟ ପତାକା ତଳେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଗତକାଲି ସନ୍ଧ୍ୟାରେ ଶାହାରୁଖ, ପତ୍ନୀ ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍ ଇନଷ୍ଟାଗ୍ରାମକୁ ଯାଇ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସେମାନେ ଏହାକୁ ପାଳନ କରିଥିବା ଏକ ସୁଖଦ ମୁହୂର୍ତ୍ତର ଫଟୋଟିକୁ ସେୟାର କରି ତାର କ୍ୟାପସନରେ ଲେଖିଛନ୍ତି, ସ୍ୱାଧୀନତା ଦିବସର ଶୁଭେଚ୍ଛା । କିଙ୍ଗ ଖାନଙ୍କ ସ୍ୱାଧୀନତା ପୂର୍ବ ଦିବସ ପାଳନ ପ୍ରଶଂସକମାନଙ୍କୁ ଅତ୍ୟନ୍ତ ଖୁସି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login