The Ultimate Managed Hosting Platform
ADVERTISEMENT

ତାମିଲନାଡୁରୁ ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ୧୧ ଜଣ ଶ୍ରମିକ ଉଦ୍ଧାର ।

Facebook
Twitter
LinkedIn

ତାମିଲନାଡ଼ୁ ରାଜ୍ୟରେ ନିର୍ଯାତିତ ହୋଇ ଫସି ରହିଥିବା ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଗଜପତି ଜିଲ୍ଲା ପ୍ରଶାସନ। ଯାହାପାଇଁ ଦଲାଲ କବଳରୁ ମୁକୁଳିଛନ୍ତି ୧୧ଜଣ ଦାଦନ ଶ୍ରମିକ। ଗଜପତି ଜିଲ୍ଲା

ଆର୍.ଉଦୟଗିରି ଏବଂ ନୂଆଗଡ଼ ବ୍ଲକର ବିଭିନ୍ନ ଗ୍ରାମରୁ ଗରିବ, ନିରୀହ ଶ୍ରମିକଙ୍କୁ ଜଣେ ଦଲାଲ ତାମିଲନାଡୁର ତିରିପୁର ର ଏକ ମଦ କମ୍ପାନୀରେ କାମ ଲଗାଇ ଦେବ ବୋଲି କହି ସେଠାକୁ ନେଇଯାଇଥିଲା । ସେହି କମ୍ପାନୀରେ ସେମାନଙ୍କୁ ସେଠାରେ ବେତନ ନଦେଇ ବଦଳରେ ଦିଆଯାଉଥିଲା ମାନସିକ ନିର୍ଯାତନା ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ନିର୍ଯ୍ୟାତିତ ଶ୍ରମିକ ମାନେ ।

ଫସି ରହିଥିବା ଶ୍ରମିକ ବହୁ କଷ୍ଟରେ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରି ପରିବାରେ ସକ୍ଷମ ହୋଇପାରିବାରୁ ଉଦ୍ଧାର ପାଇଛନ୍ତି ନିର୍ଯ୍ୟାତିତ ଶ୍ରମିକ ମାନେ। ସେମାନଙ୍କୁ ସେଠାରୁ ଉଧାର କରିବା ପାଇଁ ଜିଲ୍ଲପାଳଙ୍କୁ ନିବେଦେନ କରିବା ପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ l

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଶ୍ରମିକ ଅଧିକାରୀ ଲୋକନାଥ ପଣ୍ଡାଙ୍କ ମିଳିତ ଉଦ୍ୟମରେ ଏକ ଦଳ ତାମିଲନାଡୁ ଯାଇ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ତେବେ ଜିଲ୍ଳା ପ୍ରଶାସନର ଏଭଳି କାର୍ଯ୍ଯକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଗଜପତିରୁ ହରେକୃଷ୍ଣ ପଣ୍ଡାଙ୍କ ରିପୋର୍ଟ ଶପଥ ନ୍ୟୁଜ l

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login