The Ultimate Managed Hosting Platform
ADVERTISEMENT

ସ୍ଵର୍ଣ୍ଣ ପଦକ ହାସଲ କରିଲେ ଅମିତ୍ କଲେଜର ଶ୍ରୀୟଙ୍କା ସାହୁ

Facebook
Twitter
LinkedIn

ଭୁବନେଶ୍ୱର:  ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଲେ ଶ୍ରୀୟଙ୍କା ସାହୁ । ତାଳଚେର ନିବାସୀ ବିଜୟ କୁମାର ସାହୁ ଏବଂ ପାଞ୍ଚାଳୀ ସାହୁ ଙ୍କ ଝିଅ ଶ୍ରୀୟଙ୍କା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଇନଫରମେସନ୍ ଟେକ୍ନୋଲୋଜି (AMIT) କଲେଜର ସାମ୍ବାଦିକତା ଓ ଗଣ ଯୋଗIଯୋଗ ବିଭାଗର ୨୦୧୯-୨୦୨୧ ବର୍ଷର ଛାତ୍ରୀ। ଶ୍ରୀୟଙ୍କା ସର୍ବୋଚ୍ଚ ୧୮୯୫/ ୨ ୩ ୦୦ ମାର୍କ  ରଖି  ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପରୀକ୍ଷାରେ ଛାତ୍ର ଛାତ୍ରୀମନେ ଯେତେ ମାର୍କ ପାଇଛନ୍ତି, ଶ୍ରୀୟଙ୍କାଙ୍କୁ ମିଳିଥିବା ମାର୍କ ସମସ୍ତଙ୍କ ଠାରୁ ସର୍ବୋଚ୍ଚ, ତଥା ରେକର୍ଡ ସୃଷ୍ଟିକାରି। ଏହା କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ଯେଉଁଥିରେ ଅମିତ୍ କୁ ଏହି ସଫଳତା ସହିତ ଶ୍ରେୟ ଦିଆଯାଇଛି।ଷଷ୍ଠଥର ପାଇଁ ଅମିତ୍ ଏହି ସଫଳତା ହାସଲ କରିଛି ଏ ନେଇ ଅମିତ୍ କଲେଜରେ ଆନନ୍ଦର ବାତାବରଣ ଖେଳିଯାଇଛି।

ଶ୍ରୀୟଙ୍କାଙ୍କ ବାପା ବିଜୟ କୁମାର ସାହୁ ଜଣେ ବରିଷ୍ଠ ଓକିଲ ଓ ମା’ ପାଞ୍ଚାଳି ସାହୁ ଜଣେ ବରିଷ୍ଠଲେଖାକାର ଅଛନ୍ତି । ଓରିଶା ପୋଷ୍ଟ ଲାଇଭ ସହ ନିଜସାମ୍ବାଦିକତା କରିଅରଆରମ୍ଭ କରି ଶ୍ରୀୟଙ୍କା ଏବେ ମୋବାଇଲ୍ ନ୍ୟୁଜ୍ ୨୪x୭ ରେ କାର୍ଯ୍ୟରତ।ସାମ୍ବାଦିକତା ଜଗତରେ ନିଜର ଏକଅନ୍ୟତମ ପରିଚୟ ସୃଷ୍ଟି କରିବାକୁ ସେ ଆଶା ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login