The Ultimate Managed Hosting Platform
ADVERTISEMENT

ବିଶାକ୍ତ ସାପ କାମୁଡାରେ ବୃଦ୍ଧ ମୃତ

Facebook
Twitter
LinkedIn

ତେଲକୋଇ : ବିଶାକ୍ତ ସାପକାମୁଡାରେ ବୃଦ୍ଧଙ୍କର ମୃତ୍ୟୁ । ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଲେ ଶିବନାରାୟଣପୁର ଗୋଡା ଗାଁର ଲୋଚନ ମହାକୁଡ । ଲୋଚନ ଗତକାଲି ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଗୋଟିଏ ଚିତି ସାପ କାମୁଡି ଦେଇଥିଲା । ଯନ୍ତ୍ରଣା ହେବାରୁ ଲୋଚନ ଉଠି ପଡି ଘର ଲୋକଙ୍କୁ ଡାକିଥିଲେ ।

ତେବେ ଚିତି ସାପଟି କାମୁଡିବା ପରେ ପଳାଇ ଯିବା ଅବସ୍ଥାରେ ଘର ଲୋକେ ଗୋଟିଏ ହାଣ୍ଡିରେ ଘୋଡାଇ ଦେଇଥିଲେ । ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ । ହେଲେ ଆମ୍ବୁଲାନ୍ସ ଘଣ୍ଟାଏ ବିଳମ୍ବରେ ପହଞ୍ଚି ଥିଲା। ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ଆଣିବା ସମୟରେ ରାସ୍ତାରେ ଲୋଚନଙ୍କ ଜୀବନ ଚାଲିଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login